ରାବଣଙ୍କର ରାମଙ୍କ ପ୍ରତି ତାଛଲ୍ୟ " | ରାହୁ ଗ୍ରହ ପରି ମୋର ଦଶମୁଖ ଅଛି, ଚନ୍ଦ୍ର ପରି ରାମ ତୁମର ଗୋଟିଏ ମୁଖ | ବଜ୍ର ପରି କଠିନ ୨୦ ହାତ ମୋର ଅଛି | ରାମ ତୁମର ଅଛି ଦୁଇଟି ଦୁର୍ବଳ ବାହୁ | ସେଥିରେ ଆସ୍ପର୍ଦ୍ଦ ?? "
PURIWAVES
ରାବଣଙ୍କର ରାମଙ୍କ ପ୍ରତି ତାଛଲ୍ୟ - ସାହି ଯାତ - ସାହି ଯାତ୍ରା - ବଚନିକା
ରାବଣଙ୍କର ରାମଙ୍କ ପ୍ରତି ତାଛଲ୍ୟ " | ରାହୁ ଗ୍ରହ ପରି ମୋର ଦଶମୁଖ ଅଛି, ଚନ୍ଦ୍ର ପରି ରାମ ତୁମର ଗୋଟିଏ ମୁଖ | ବଜ୍ର ପରି କଠିନ ୨୦ ହାତ ମୋର ଅଛି | ରାମ ତୁମର ଅଛି ଦୁଇଟି ଦୁର୍ବଳ ବାହୁ | ସେଥିରେ ଆସ୍ପର୍ଦ୍ଦ ?? "
Kartika Snnana
Kartikam sakalam maasam nitya snaayi jitendriyah, japan havishya bhuktaancha sarva paapaih pramuchyatetye/ Smritwaa Bhaageeradheem Vishnum Shivam Suryam Jalam vishet, Naabhi maatra jaley tishthan vratey snaayaadyathaavidhi/
One should perform formal bathing by entering water waist deep through out the entire Kartika Maasa by observing piety after the morning duties and Japa-homaas consuming only the ‘havishaanna sesha’ or the left over offerings to Agni Deva and praying to Bhaagirathi, Shiva, Vishnu and Surya Deva). Thus Kartika Snaanaas should be accomplished each morning and evening in the rest of Kartika month. In case however the Kartika snaanaas are not possibe althrough, these may be executed at least three days in the month.
June21st #YogaDay Wallpaper http://puriwaves.nirmalya.in/?page_id=11568 Yoga is an invaluable gift of India’s ancient tradition. It embodies unity of mind and body; thought and action; restraint and fulfilment; harmony between man and nature; a holistic approach to health and well-being. It is not about exercise but to discover the sense of oneness within yourself, the world and the nature. By changing our lifestyle and creating consciousness, it can help us deal with climate change. Let us work towards adopting an International YogaDay.
ଅଣସର ଘରେ ମହୌଷଧି
ଶ୍ରୀମନ୍ଦିର ଅଣସରଘରେ ଥିବା ଅସୁସ୍ଥ ମହାପ୍ରଭୁଙ୍କୁ ରାଜବେଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ମହୌଷଧି ଦିଆଯିବା ପରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ଆରୋଗ୍ୟଲାଭ କରନ୍ତି । ଗୁପ୍ତସେବା ପରମ୍ପରା ଅନୁଯାୟୀ ବେଲ, ଗମ୍ଭାରୀ, ଫଣଫେଣା, ଅଗବଥୁ, କୃଷ୍ଣପର୍ଣ୍ଣି, ଶାଳପର୍ଣ୍ଣି, ଲବିଙ୍ଗକୋଳି, ଅକ୍ରାନ୍ତି ଓ ପାଟେଳି ଆଦି ୧୦ପ୍ରକାର ଚେରମୂଳିରେ ମହୌଷଧି ପ୍ରସ୍ତୁତି କରାଯାଏ । ମହାପ୍ରଭୁ ଉଦ୍ଦେଶ୍ୟରେ ସ୍ୱତନ୍ତ୍ରଭାବେ ତିଆରି
ହୋଇଥିବାରୁ ଏହାକୁ ମହୌଷଧି ବୋଲି କୁହାଯାଏ । ଏହାଛଡା ତିନିଠାକୁରଙ୍କ ଶ୍ରୀଅଙ୍ଗରେ ଚେହେଲି ଲାଗି କରାଯାଏ ।
ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକମାନେ ଅଣସରଘରେ ପ୍ରବେଶ କରନ୍ତି । ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ଦେଇଥିବା ସୂକ୍ଷ୍ମ ପାଟବସ୍ତ୍ରକୁ ଶ୍ରୀଜୀଉମାନଙ୍କ ଶରୀରରେ ଲାଗି କରାଯିବ । ସନ୍ଧ୍ୟାଧୂପ ପରେ ସେବକମାନେ ପୁଣିଥରେ ବେହରଣ ଦ୍ୱାରଦେଇ ଅଣସର ଘରେ ପ୍ରବେଶ କରନ୍ତି । ସେଠାରେ ତିନିଠାକୁରଙ୍କ ସର୍ବାଙ୍ଗ ଚନ୍ଦନଲାଗି କରାଯାଏ । ଠାକୁରମାନେ ଏପର୍ଯ୍ୟନ୍ତ ଅଣସର ଘରେ କେବଳ ଧଳାବସ୍ତ୍ର ଓ ଧଳାଫୁଲ ପିନ୍ଧୁଥିବା ବେଳେ ଏହିଦିନଠାରୁ ତୁଳସୀ ସମେତ ଅନ୍ୟରଙ୍ଗର ବସ୍ତ୍ର ଓ ଫୁଲ ଲାଗିହୁଏ । ଏହିଦିନ ଖଳିଲାଗି ଏକାଦଶୀ ଅବସରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଖଳି ଲାଗି କରାଯାଏ । ସେହିପରି ବଡସିଂହାର ବେଶପରି ମହାପ୍ରଭୁ ପଦକ, ଗୁଣା, ଗଭା, ତିଲକ ଓ ଅଣ୍ଟାପେଟି ଧାରଣ କରନ୍ତି । ଚନ୍ଦନ, କର୍ପୁର, କେଶର ସହ ଚୂଆ ମିଶ୍ରଣ କରାଯାଇ ତିନିଠାକୁରଙ୍କ ଶ୍ରୀଅଙ୍ଗରେ ଲେପଦିଆଯିବାର ପରମ୍ପରା ମଧ୍ୟ ଅଛି । ରାତିରେ ଶ୍ରୀଜୀଉଙ୍କ ନିକଟରେ ଫଳ, ପାପୁଡି , କ୍ଷୀର ଆଦି ଭୋଗ କରାଯାଏ । ଠାକୁରମାନେ ଅସୁସ୍ଥହୋଇ ଅଣସର ଘରେ ରହିଥିବା ଯୋଗୁ ତାଙ୍କର ପ୍ରିୟ ଭକ୍ତମାନେ ତାଙ୍କୁ ଦର୍ଶନ କରିନପାରି ବ୍ୟଥିତ ହୋଇପଡିଥାନ୍ତି । ତ୍ରୟୋଦଶୀରେ ଘଣାଲାଗି ହେବାପରେ ଅମାବାସ୍ୟା ନେତ୍ରୋତ୍ସବ ଦିନ ଶ୍ରୀଜୀଉମାନେ ରତ୍ନସିଂହାସନ ଉପରେ ସେମାନଙ୍କ ପ୍ରିୟ ଭକ୍ତମାନଙ୍କୁ ନବଯୌବନ ରୂପରେ ଦର୍ଶନ ଦିଅନ୍ତି । ଏହିଦିନକୁ କୋଟି କୋଟି ଜଗନ୍ନାଥପ୍ରେମୀ ଭକ୍ତ ପ୍ରବଳ ଉକ୍ରଣ୍ଠାର ସହ ଅପେକ୍ଷାକରି ଥାଆନ୍ତି ।

Mama Swami Hari Nityam Sarvasya Patireva Cha - HD Wallpaper Download
http://bit.ly/19Y8RXs Wallpaper HD DOWNLOAD - Can Make It Cover Facebook Cover Wallpaper - Mama Swami Hari Nityam Sarvasya Patireva Cha Jay Jay Shri Jagannath
Worship of Patitapabana
The worship of Patitapabana could be very much popular in Odisha after 16th - 17th century A.D. The deity gained extraordinary popularity in Odisha for the Gundicha and Snana Yatra on which occasion Jagannath could be seen and touched by all. It was the precious moment for the devotees to be purified from all their sins after a Darsan of the Lord. Hence the Yatra was associated with the name of Patitapabana. Kabi Samrat Upendra Bhanja has fittingly described this aspect in is work Kotibrahmanda Sundari.
Subscribe to:
Posts (Atom)